ଭୁବନେଶ୍ୱରରେ ବାଂଲା ରୂପଜୀବୀ: ଏସ୍‌ଟିଏଫ୍‌ କବ୍‌ଜାରେ ରାଣୀ ମହୁମାଛି, ଦଲାଲ ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ବାଂଲାଦେଶୀ ରୂପଜୀବୀଙ୍କ ସେକ୍ସ କାରବାରର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପିପିଲି ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଚଢ଼ଉ କରି ରାକେଟର ରାଣୀ ମହୁମାଛି ଓ ତା’ ଦଲାଲ ପତିକୁ ଗିରଫ କରିବା ସହ ୬ ବାଂଲାଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିଛି। ଏମାନେ ଦୀର୍ଘ ଦିନ ଧରି ରାଜଧାନୀରେ ସେକ୍ସ କାରବାର ଚଳାଇ ଆସୁଥିଲେ। ଏତଦ୍‌ ବ୍ୟତୀତ ଏହି ଗ୍ୟାଙ୍ଗ ବିରୋଧରେ ନିଶାଦ୍ରବ୍ୟ ଚୋରା ଚାଲାଣ, ବେଆଇନ … Continue reading ଭୁବନେଶ୍ୱରରେ ବାଂଲା ରୂପଜୀବୀ: ଏସ୍‌ଟିଏଫ୍‌ କବ୍‌ଜାରେ ରାଣୀ ମହୁମାଛି, ଦଲାଲ ସ୍ୱାମୀ